ତ୍ରିଶିଖ

ଉଇକିଅଭିଧାନ‌ରୁ

ତ୍ରିଶିଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତ୍ରିଶିଖା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି+ଶିଖ)[ସମ୍ପାଦନା]

୧. ତ୍ରିଶୂଳ — ୧. A trident.
୨. କିରୀଟ —୨. A crown.
୩. ରାବଣର ପୁତ୍ରବିଶେଷ — ୩. Name of a son of Rābaṇa.
୪. ବେଲ ଗଛ — ୪. The Bel tree; Aegle Marmelos.

ବିଶେଷଣ - ପୁଂ. ଓ କ୍ଳୀ[ସମ୍ପାଦନା]

ତିନି ଶାଖାବିଶିଷ୍ଟ — Three forked.